Equipping The Saints/ସାଧୁମାନଙ୍କ ସଜ୍ଜିତକରଣ (Odia)
Ashish Raichur
ବର୍ତ୍ତମାନ ଆମେମାନେ ଏପରି ଏକ ସମୟରେ ବାସକରୁ ଯେତେବେଳେ ବିଶ୍ଵାସୀମାନେ ସୁସଜ୍ଜିତ ଓ ମୁକ୍ତ ହୋଇ “ ସମଗ୍ର ଜଗତକୁ”-ଗୃହଗୁଡ଼ିକୁ, ବିଭିନ୍ନ ସମ୍ପ୍ରଦାୟ ନିକଟକୁ, କର୍ପୋରେଟ୍ ଅଫିସ୍ମାନଙ୍କୁ, ଶିକ୍ଷା ଅନୁଷ୍ଠାନଗୁଡ଼ିକୁ, ସରକାରୀ ଅଫିସ୍ଗୁଡ଼ିକୁ ଯାଇ ଯୀଶୁଖ୍ରୀଷ୍ଟଙ୍କ କାର୍ଯ୍ୟସବୁକୁ ପ୍ରଚାର କରିବା ହେବ । ପ୍ରେରିତିକ ଶକ୍ତିରେ ଚାଳିତ ହୋଇ, ପ୍ରଭୁଙ୍କ ଭାବବାଣୀୟ ବାକ୍ୟ କହି, ରୋଗୀମାନଙ୍କୁ ସୁସ୍ଥ କରି, ଭୂତମାନଙ୍କୁ ଛଡ଼ାଇ, ଆଶ୍ଚର୍ଯ୍ୟକର୍ମସବୁ କରି ଓ ସୁସମାଚାର ପ୍ରଚାର କରି ଲୋକଙ୍କ ଜୀବନସବୁକୁ ଆମେ ପ୍ରଭାବିତ କରିବାକୁ ହେବ । ବିଶ୍ଵାସୀମାନେ ସ୍ଵଚ୍ଛ ମନରେ ନରମ ଗଦିରେ ବିଶ୍ରାମ କରିବାର ଏହା ସମୟ ନୁହେଁ କିଅବା ନେତାମାନେ କେବଳ ସେମାନଙ୍କ ସେବକାର୍ଯ୍ୟରେ ସମୟ ବିତାଇବାର ଏହା ସମୟ ନୁହେଁ । ଈଶ୍ଵରଙ୍କର ସମସ୍ତ ଲୋକମାନେ ଶକ୍ତିଯୁକ୍ତ ହୋଇ ପୃଥିବୀରେ ଈଶ୍ବରଙ୍କର ଇଚ୍ଛା ସାଧନ କରିବାକୁ ହେବ ।
Categorie:
Anno:
2021
Casa editrice:
All Peoples Church And World Outreach
Lingua:
odia
File:
PDF, 321 KB
IPFS:
,
odia, 2021